ଚର୍ଚ୍ଚାରେ ମୋଦୀଙ୍କ ଟ୍ୱିଟ୍, କହିଲେ ଏଥର ନିର୍ବାଚନରେ ଇତିହାସ ରଚିବ ଓଡ଼ିଶା

PM Modi: ଓଡ଼ିଶାରେ ମୋଦୀ । ନିର୍ବାଚନ ପୂର୍ବରୁ ବେଶ ସରଗରମ ହୋଇ ରାଜ୍ୟ ରାଜନୀତି । ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ମୋଦୀଙ୍କ ରୋଡ୍ ସୋ', ଯେଉଁଠି ଜନସମାଗମ ଦେଖିବାକୁ ମିଳିଥିଲା । କାଲିର ରୋଡ୍ ସୋ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ ।

PM Modi

ଆଜି କନ୍ଧମାଳ ଗସ୍ତ ପୂର୍ବରୁ ମୋଦୀ ଏକ ଗତକାଲି ରାଲିର ଏକ ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ଆଗାମୀ ନିର୍ବାଚନରେ ଇତିହାସ ରଚିବ ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟରେ ଗତକାଲି ଭୁବନେଶ୍ୱର ବିଜେପି ରାଜ୍ୟକାର୍ଯ୍ୟଳାୟରୁ ବାଣୀବିହାର ପର୍ଯ୍ୟନ୍ତ କରିଥିବା ରୋଡ ସୋ'ର ଝଲକ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+