ଭାରତର ବିକାଶର ମୁଖ୍ୟ ଧାରା ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଅବଦାନ ଓଡ଼ିଶା ପାଇଁ ଅଧିକ। ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ପ୍ରଧନମାନ୍ତ୍ରୀ ମୋଦି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଏନେଇ ଅନୁଷ୍ଠିତ CII ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା। ଓଡ଼ିଶା ଶିଳ୍ପର ହବ୍ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଅବଦାନ ଏବଂ ଇଚ୍ଛା ଶକ୍ତି ଓଡ଼ିଶା ପାଇଁ ଅଧିକ। ଦେଶ ବିଦେଶରୁ ଓଡ଼ିଶାକୁ ଅନେକ ନିବେଶକ ଗ୍ରୀନ ସିଗନାଲ ଦେଇଛନ୍ତି। ଭାରତର ବିକାଶର ମୁଖ୍ୟ ଧାରା ହେବ ଓଡ଼ିଶା । ଉତ୍କର୍ଷ ଓଡ଼ିଶା ପାଇଁ ୫କୋଟିର ଆଶା ରଖିଥିଲୁ, ୩ ଗୁଣା ଅଧିକ ହେବା ଆଶା ।












Click it and Unblock the Notifications