Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ, ଓଡ଼ିଆ ଲୋକଙ୍କ ପାଇଁ କାମ କରିବ, ମୋକିମ

ମହମ୍ମଦ ମୋକିମ୍ ଙ୍କ ନୂଆ ରାଜନୈତିକ ଦଳର ନାଁ କଣ ରହିବ ସେ ନେଇ ନିଷ୍ପତ୍ତି ହୋଇ ନାହିଁ । ସୂଚନା ଦେଇଛନ୍ତି ମହମ୍ମଦ ମୋକିମ । ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯିବ ବୋଲି କିଛି ଅନ୍ତିମ ନିଷ୍ପତି ହୋଇ ନାହିଁ । ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ । ପରେ ଆମେ ସୂଚନା ରଖିବୁ ବୋଲି ମୋକିମ କହିଛନ୍ତି। ଓଡ଼ିଶା ଜନ କଂଗ୍ରେସ, ଲୋକ କଂଗ୍ରେସ କିମ୍ବା ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯାଇପାରେ । ସେ ନେଇ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ଶୁଭେଚ୍ଛୁ ମାନଙ୍କର ମତ ନିଆଯାଉଛି ବୋଲି ମୋକିମ କହିଛନ୍ତି । ଯାହା ନାଁ ରଖାଯିବ ସେଥିରେ ଓଡ଼ିଶା ଏବଂ କଂଗ୍ରେସର ନାଁ ରହିବ । ଆମ ଚିନ୍ତାଧାରା ଧର୍ମନିରପେକ୍ଷ। ଦଳ ପଞ୍ଜୀକୃତ ହେବା ପରେ ସୂଚନା ଦିଆଯିବ ବୋଲି ମୋକିମ ମହିଛନ୍ତି ।

mokim
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+