Odisha Weather: ଆସନ୍ତା ୫ଜିନ ମଧ୍ୟରେ ରାଜ୍ୟରେ ବଢିବ ଶୀତ

Odisha Weather: ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି, ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି । ଗତ ଦୁଇ ଦିନ ହେବ ରାଜ୍ୟରେ ପାରଦ ତଳମୁହାଁ ହୋଇଛି , ଯାହାଫଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିଛି । ଶନିବାର ଦିନ ପାରଳାଖେନୁଣ୍ତରେ ସର୍ବାଧିକ ତାପମାତ୍ର ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୨୦ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଗତ ଦୁଇ ଦିନ ହେବ ଟ୍ୱିନ୍ ସିଟିରେ ମଧ୍ୟ ଶୀତ ଅନୁଭୂତି ହେଉଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିଏସ୍ ରହିଥିବାଳେ ରାଉରକେଲାରେ ୧୨.୭ ଡିଗ୍ରୀ , ଝାରସୁଗୁଡ଼ାରେ ୧୩.୦ ଡିଗ୍ରୀ ଏବଂ କେନ୍ଦୁଝରରେ୧୪.୫ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା ।

Odisha Weather

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ଆସନ୍ତା ୫ଜିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+