୧୯ ତାରିଖଠୁ ୨୨ ପର୍ଯ୍ୟନ୍ତ ବର୍ଷା ହେବାକ ସମ୍ଭାବନା ରହିଛି । ବର୍ଷା ଶହ ଘଡଘଡି ହୋଇପାରେ ଯେଉଁଥି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୧୯ ତାରିଖ ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।