For Quick Alerts
For Daily Alerts
ଆଜି ତାତିରୁ ମିଳିପାରେ ତ୍ରାହି, ଏହି ସବୁ ଜିଲ୍ଲାରେ ହେବ କାଳବୈଷାଖୀ ବର୍ଷା
odisha weather report: ଆଜି ତାତିରୁ ମିଳିପାରେ ତ୍ରାହି । ୧୧ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କନାଳ, କେନ୍ଦ୍ରାପଡା, କଟକ ଓ ଜଗତସିହଂପୁର ଏହି ୧୧ଟି ଜିଲ୍ଲାମାନଙ୍କରେ ଆଜି ଘଡଘଡି ସହ ବର୍ଷା ହୋଇପାରେ ।

ତେବେ ଗତକାଲି ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ସେହିପରି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ।


Click it and Unblock the Notifications