ଏଥର ରେକର୍ଡ ଭାଙ୍ଗି ତାତି, ୩୭.୪ ଡିଗ୍ରୀ ଛୁଇଁଲା ପାରଦ

Odisha Weather: ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ଗରମ । ସକାଳୁ ସକାଳୁ ପାରଦା ଉପରମୁହାଁ । ଶନିବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭.୪ ଡିଗ୍ରୀ ଛୁଇଁଛି ତାପମାତ୍ରା । ସେହିପରି ସମ୍ବଲପୁର ତାପମାତ୍ରା ୩୬.୮ ଡିଗ୍ରୀ ରହିଛି ।

Odisha Weathe

ମାର୍ଚ୍ଚ ମାସରେ ପ୍ରବଳ ଗରମ ହେବା ନେଇ ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ । ମାର୍ଚ୍ଚରୁ ମେ'ମାସ ଯାଏଁ ଅଧିକ ଗରମ ଅନୁଭୂତ ହେବ । ସେହିପରି ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଏଥର ଅସ୍ୱାଭାବିକ ଗରମ ସହ ପୂର୍ବର ଅନେକ ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚ ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+