୨ ଦିନ ପରେ ରାଜ୍ୟରେ ବଢିବ ଶୀତ

Odisha Weather: ୨ ଦିନ ପରେ ରାଜ୍ୟରେ ବଢିବ ଶୀତ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକାଂଶ ସ୍ଥାନରେ ୨ ରୁ ୪ ଡିଗ୍ରୀ ପାରଦ ଖସିବ ବୋଲି ପୁର୍ବାନୁମାନ କରାଯାଇଛି । ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର, କୋରପୁଟ, ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Odisha Weather Update

ସେହିପରି ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୫ ତାରିଖରେ ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହେବାର ଆଶଙ୍କା ରହିଛି ସେହିପରି ୬ ତାରିଖର ମଧ୍ୟ ରାଜ୍ୟ କେତେ ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । ସେଗିପରି ୭ ରୁ ୯ ତାରିଖ ରାଜ୍ୟରେ ପାଗ ଶୁଖିବାଲ ରହିବ । ଆଜି ଭୁବନେଶ୍ୱର, କଟକରେ ପାଗ ଶୁଖିଲା ରହିଛି । ରାତିରେ ତାପମାତ୍ରା ସାଧାରଣ ହ୍ରାସ ପାଇବା ସହ ଶୀତ ଅନୁଭୂତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+