ଫେବ୍ରୁଆରୀରୁ ତାତି ଉପରମୁହାଁ: ଭୁବେନେଶ୍ୱରରେ ତାପମାତ୍ରା ୩୪.୮ ଡିଗ୍ରୀ

Odisha Weather: ଫେବ୍ରୁଆରୀ ମାସରୁ ତାତି ଉପରମୁହାଁ । ଏବେଠୁ ୩୫ ଡିଗ୍ରୀ ଉପରେ ରହିଛି ୯ ସହରର ତାପମାତ୍ରା । ଭୁବେନେଶ୍ୱରରେ ତାପମାତ୍ରା ୩୪.୮ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଗାମୀ ୪ ଦିନରେ ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ପାଗ ବିଭାଗ ।

Odisha Weather

ଝାରସୁଗୁଡ଼ାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭଦ୍ରକରେ ୩୬.୨ ଡିଗ୍ରୀ ରହିଛି ତାପମାତ୍ରା ସେହିପରି ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା ଏବଂ ଟିଟଲାଗଡରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କଟକରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+