Odisha Weather: ଦିନ ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା
ଦିନ ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା । ଝାରସୁଗୁଡ଼ା ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ । ହୀରାକୁଦ ୪୦, ସମ୍ବଲପୁର ୩୯.୬, ରାଉରକେଲା ୩୯ ଡିଗ୍ରୀ । କେନ୍ଦୁଝର ୩୬.୮, ଚାନ୍ଦବାଲି ୩୬.୪, ଭୁବନେଶ୍ବର ୩୫.୪ ଡିଗ୍ରୀ ।













Click it and Unblock the Notifications