ତାତିରୁ ମିଳବ ତ୍ରାହି, କାଲିଠୁ ୨୦ ଯାଏଁ ବର୍ଷା

ଭୁବନେଶ୍ୱର: ତାତିରୁ ମିଳବ ତ୍ରାହି । ଆସନ୍ତାକାଲିଠାରୁ ରାଜ୍ୟରେ ୫ ଦିନ ବର୍ଷା । ଘଡ଼ଘଡ଼ି ସହ ବର୍ଷା ପ୍ରଭାବରେ କମିବ ତାତି । ଆସନ୍ତା ୨୦ ଯାଏଁ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Odisha Weather Report

ଆସନ୍ତାକାଲି ଅର୍ଥାତ ୧୭ ତାରିଖରେ ୨୦ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ୧୮ ତାରିଖରେ ୧୮ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖରେ ୧୨ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ସେହିଭଳି ୨୦ ତାରିଖରେ ୬ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି ।

ସେପଟେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ରାଜ୍ୟର ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ପାରଦ ସର୍ବାଧିକ ୪୨.୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ଓ ହୀରାକୁଦରେ ୪୦.୨ ଡିଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+