ଆହୁରି ଦୁଇ ଦିନ ଥରାଇବ ଶୀତ

ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ଥରୁଛି ରାଜ୍ୟ । ଆଗକୁ ଆହୁରି ଦିନେ ଦୁଇ ଦିନ ରାଜ୍ୟରେ ଶୀତର ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ଥରୁଛି ରାଜ୍ୟ । ଆଗକୁ ଆହୁରି ଦିନେ ଦୁଇ ଦିନ ରାଜ୍ୟରେ ଶୀତର ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

weather report

୨୪ ତାରିଖ ପାଇଁ ଯେଉଁ ପୂର୍ବାନୁମାନ କରାଯାଇଛି, ତାହା ଅନୁସାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ଶୀତ ଲହରୀ ରହିବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।

ତେବେ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବ । ଏପରିକି ଆଗାମୀ ଦୁଇ ଦିନ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ବର୍ଷା ପରେ ଏବେ ଲୋକଙ୍କୁ ହନ୍ତସନ୍ତ କରୁଛି ଶୀତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+