Odisha Weather: ଆସୁଛି ବର୍ଷା, ୮ଜିଲାକୁ ...
ଆସୁଛି ବର୍ଷା। ଖରାରୁ ମିଳିବ ତ୍ରାହି । ଫେବୃଆରୀ ଆରମ୍ଭରୁ ରାଜ୍ୟକୁ ଖରା ଲେଉଟିଥିବାବେଳେ ଶୀତ ଏକରକମ ଗାଏବ ହୋଇଯାଇଛି ।
ରାଜ୍ୟରେ ଆସନ୍ତା ୪ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ପରେ ୧୯ରୁ ୨୨ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି। ଆସନ୍ତା ୧୯ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ।

ଉତ୍ତର ଉପକୂଳ ଓ ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୯ ତାରରେ ୮ ଜିଲାରେ ବର୍ଷା ନେଇ ଓ୍ବାର୍ନିଂ ଜାରି ହୋଇଛି। ସେଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ,ଢ଼େଙ୍କାନାଳ । ସେହି ଭଳି ୨୦ ଓ ୨୧ରେ ୧୭ ଜିଲାରେ ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications