Odisha Weather: ପ୍ରବଳ ଶୀତ ସହ ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ
Odisha Weather Update: ରାଜ୍ୟରେ ଖସୁଛି ପାରଦ ଏବଂ ବଢୁଛି ଶୀତର ପ୍ରକୋପ । ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ । ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ଯାଏ ଖସିପାରେ ପାରଦ । ପ୍ରବଳ ଶୀତ ସହ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ ।













Click it and Unblock the Notifications