Get Updates
Get notified of breaking news, exclusive insights, and must-see stories!

ତତଲା ରଜ; ପଶ୍ଚିମ ଓଡ଼ିଶାରେ ତାତି, ଉପକୂଳରେ ଗୁଳୁଗୁଳି

ଏଥର ତତଲା ରଜ । ପଶ୍ଚିମ ଓଡ଼ିଶାରେ ତାତି, ଉପକୂଳରେ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆଗାମୀ ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ ରହିବ । କିନ୍ତୁ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ମୌସୁମୀ ବାୟୁ ପୁରା ଓଡ଼ିଶା ଛୁଇଁବାକୁ ଲାଗିପାରେ ଆହୁରି ୪ ଦିନ ଲାଗିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

odisha weather news

ମୌସୁମୀ କେବଳ ମାଲକାନଗିରି ଏବଂ କୋରାପୁଟରେ ସକ୍ରିୟ ରହିଛି । ଆଗକୁ ବଢିବା ପାଇଁ ଯେଉଁ ପାଗ ଆବଶ୍ୟକ ତାହା ଅନୁକୂଳ ରହିଛି । ଏବେ ଆଗାମୀ ୫ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଗତକାଲି ୧୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+