ରାଜ୍ୟରେ ବଢୁଛି ଖରାର ପ୍ରକୋପ, ଅସ୍ତବ୍ୟସ୍ତ କରିବ ତାତି
Odisha Weather: ରାଜ୍ୟରେ ବଢୁଛି ଖରାର ପ୍ରକୋପ । ମାର୍ଚ୍ଚ ମାସରୁ ଅସ୍ତବ୍ୟସ୍ତ କଲାଣି ତାତି । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୯ ତାରିଖ ଯାଏଁ ଏହି ସତର୍କ କରିବା ପାଇଁ ପାଣିପାଗ ବିଭାଗ ସୂଚନା ଜାରି କରିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୭, ୮ ଏବଂ ୯ ତାରିଖରେ ତାପମାତ୍ରା ବୃଦ୍ଧି ପାଇବ । ପଶ୍ଚିମ ଓଡ଼ିଶାରେ ୯ ତାରିଖରେ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications