ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି: ୧୦ ମିଟର ଆଗକୁ ଦେଖାଯାଉନି ରାସ୍ତା
ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ୧୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ। ଗଂଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ।













Click it and Unblock the Notifications