ଭିଜିଲାନ୍ସ ଜାଲରେ CDPO, ଧରାପଡ଼ିଲେ ବିଷମକଟକ ବ୍ଲକ ସିଡିପିଓ ଏବଂ କିରାଣୀ
ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ବିଷମକଟକ ବ୍ଲକ ସିଡିପିଓ ସୁଶୀଳ ଶବର।

କିରାଣୀ ରାମଚନ୍ଦ୍ର ପାତ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଙ୍ଗନବାଡ଼ି କର୍ମୀ ଚୟନ ପାଇଁ ଦୁହେଁ ଲାଞ୍ଚ ନେଉଥିଲେ। ଏହାପରେ ଏହି ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା ଚାଲିଛି। ଏହି ସମୟରେ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଲା।












Click it and Unblock the Notifications