ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଦିନ ପାଇଁ ୭୪ ଟ୍ରେନ୍ ବାତିଲ

ଭୁବନେଶ୍ୱର: କରମଣ୍ତଳ ଟ୍ରେନ୍ ଟ୍ରାଜେଡି । ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପାଇଁ ଆଜି ଓ ଆସନ୍ତା କାଲି ପାଇଁ ବାତିଲ ହେଲା ୭୫ଟି ଟ୍ରେନ୍ ଏବଂ ଗୋଟିଏ ଟ୍ରେନର ବଦଳିଲା ଗତିପଥ ।

ଆଜି ପାଇଁ ଭୁବନେଶ୍ୱର-ହାୱଡ଼ା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାଦ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ତଳ, ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ କରାଯାଇଛି ।

train

ସେହିପରି ଆସନ୍ତାକାଲି ପାଇଁ ମଧ୍ୟ କିଛି ଟ୍ରେନକୁ ବାତିଲ କରାଯାଇଛି, ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ,
ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ, ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ, ରିଷିକେଶ-ପୁରୀ ଏକ୍ସପ୍ରେସର ଗତିପଥ ବଦଳା ଯାଇଛି ଯାହା ଭାୟା ଇବ୍ ଝାରସୁଗୁଡା ରୋଡ୍ ଦେଇ ଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+