Get Updates
Get notified of breaking news, exclusive insights, and must-see stories!

ପୁଣି ଏକ ଟ୍ରେନ୍ ଟ୍ରାଜେଡ଼ି: ଟ୍ରେନରେ କଟି ୪ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଯାଜପୁର: ଓଡିଶାରେ ପୁଣି ଏକ ଟ୍ରେନ୍ ଟ୍ରାଜେଡ଼ି । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏକ ଟ୍ରେନ୍ ଟ୍ରାଜେଡ଼ି ଘଟିଛି । ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ ।

ଚଳନ୍ତା ଟ୍ରେନରେ କଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଗୁରୁତର ଭାବେ ଆହତ ହୋଇଛନ୍ତି । ବର୍ଷାରୁ ରକ୍ଷା ପାଇଁ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍ ବଗିତଳେ ଆଶ୍ରୟ ନେଇଥିଲେ । ଟ୍ରେନ୍ ଚାଲିବା ପରେ ଘଟିଲା ଏପରି ଅଘଟଣ ।

Odisha Train Acciden

ଉଲ୍ଲେଖଥାଉ କି, ଓଡ଼ିଶାର ବାଲେଶ୍ୱର ସ୍ଥିତ ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 900 ଲୋକ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+