ଟ୍ୱିନ୍ ସିଟିରେ ଚାଲିଛି କଡାକଡି ଗାଡି ଯାଞ୍ଚ: ଅମାନିଆ ଗଣୁଛନ୍ତି ତଣ୍ଡ

ଟ୍ବିନ୍‌ ସିଟିରେ ପୁଣି ଜୋରଦାର ହୋଇଛି ଗାଡ଼ି ଚେକିଂ । ବିଭିନ୍ନ ସ୍ଥାନରେ ବ୍ଳକିଂ କରିବା ସହ ଗାଡ଼ି ଯାଞ୍ଚ କରୁଛି କମିଶନରେଟ ପୋଲିସ ।

ଏହି ସ୍ପେଶାଲ ଡ୍ରାଇଭରେ ବିଶେଷ କରି ଗାଡ଼ିରେ କଳା କାଚ, ବିକଟାଳ ହର୍ନ, ମୋଡିଫାଏଡ୍‌ ସାଇଲେନ୍ସରକୁ ଯାଞ୍ଚ କରାଯାଉଛି । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରୁଛି ପୋଲିସ । ଟ୍ରାଫିକ ନିୟମ ଉଲଂଘନ କରୁଥିବା ଚାଳକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ଆଟିଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚେକିଂ କରାଯାଉଛି । ସୋମବାର ରାତିରେ ୧୯ଟି ଗାଡ଼ି ସିଜ୍‌ କରାଯାଇଥିବା ବେଳେ ୯୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଆଗକୁ ଏହି ଚେକିଂ ଆହୁରି କଡାକଡି କରାଯିବ।

odisha traffice checking
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+