Get Updates
Get notified of breaking news, exclusive insights, and must-see stories!

ବ୍ରହ୍ମପୁରରୁ-ଟାଟାନଗ ମଧ୍ୟରେ ଚାଲିବ 'ବନ୍ଦେଭାରତ ଏକ୍ସପ୍ରେସ'

Vande-Bharat Express: ବ୍ରହ୍ମପୁରରୁ-ଟାଟାନଗ ମଧ୍ୟରେ ଚାଲିବ 'ବନ୍ଦେଭାରତ ଏକ୍ସପ୍ରେସ' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳର ଲୋକାର୍ପଣ କରିବା ନେଇ ସୂଚନା ରହିଛି । ତେବେ ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ ୪ ଟି ବନ୍ଦେଭାରତ ଏକ୍ସପ୍ରେସ ଏଣିକି ଚଳାଚଳ କରିବ ।

Vande Bharat Express

ଏହି ନୂଆ ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଜାରି ରହିଛି । ଦୁଇ ଟ୍ରେନ ଟାଟା ନଗରରେ ପହଞ୍ଚିଛି । ଲୋକାର୍ପଣ ପୂର୍ବରୁ ଏହି ଦୁଇ ମାର୍ଗରେ ଟ୍ରାଏଲ ରନ କରାଯିବ । ସେପ୍ଟେମ୍ବର ୮ ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନରେ ରନ୍ କରାଯିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଟାଟାନଗରରୁ ବ୍ରହ୍ମପୁର ମଧ୍ୟ ଚାଲିବା ପାଇଁ ଥିବା ବନ୍ଦେଭାରତ ଏକ୍ସପ୍ରେସ୍ ୭ ରୁ ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୬ କିମି ମାର୍ଗ ଅତିକ୍ରମ କରିବ । ସପ୍ତାହକୁ ୬ ଦିନ ଏହି ଟ୍ରେନ ଚଳାଚଳ କରିବ । ଖୁବ୍ ଶୀଘ୍ର ରେଳବାଇ ପକ୍ଷରୁ ଏନେଇ ସମ୍ପୁର୍ଣ୍ଣ ସୂଚନା ଜାରି କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+