୧୧ ରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା

ଆସନ୍ତା ୧୧ ତାରିଖ ମଧ୍ୟରାତ୍ରିରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା । ୫ ଦଫା ଦାବି ନେଇ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ଏହି ବନ୍ଦ ଡାକରା ଦେଇଛି । ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଙ୍ଘ କାର୍ଯ୍ଯାଳୟରେ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ମଧ୍ୟରାତ୍ରିରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା । ୫ ଦଫା ଦାବି ନେଇ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ଏହି ବନ୍ଦ ଡାକରା ଦେଇଛି । ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଙ୍ଘ କାର୍ଯ୍ଯାଳୟରେ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘନସଂଘ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି । ୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡ଼ି ରାସ୍ତାରୁ ହଟାଇବା ବଦଳରେ ଏହି ସମୟସୀମା ୨୦ ବର୍ଷ କରିବା ପାଇଁ ଦାବି କରିଛି ସଙ୍ଘ।

Truck Strike

ମୋଟର ଯାନ ଧାରା ୬୭ ଅନୁଯାୟୀ ଭଡ଼ା ଧାର୍ଯ୍ୟ କରାଯାଉ ଓ ନୂଆ ଗାଡ଼ି କିଣିଲେ ୨୫ ପ୍ରତିଶତ ରୋଡ ଟାକ୍ସ ୧୦ବର୍ଷ ପର୍ଯ୍ୟନ୍ତ ରିହାତି ଦେବାକୁ ସଂଘ ଦାବି କରିଛି । ଏହି ଧର୍ମଘଟକୁ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସମର୍ଥନ ଜଣାଇଥିବା ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏବଂ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+