ଦଶହରା ପାଇଁ ଟ୍ୱିନସିଟିରେ ସ୍ପେଶାଲ ଡ୍ରାଇଭ୍
ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ । ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ପ
ଭୁବନେଶ୍ୱର: ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ । ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ପରଖିଥିଲେ ।

ଗତକାଲି ୟୁନିଟ୍-6 ବସ୍ତିରେ କ୍ୟାପିଟାଲ୍ ଥାନା ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ କରାଯାଇଥିବା ବେଳେ ଲକ୍ଷୀସାଗର ଥାନା ପକ୍ଷରୁ ହଳଦୀ ପଡିଆ ବସ୍ତି ଏବଂ ଖାରବେଳ ନଗର ଥାନା ପକ୍ଷରୁ ମାଳିସାହିରେ ଫ୍ଳାଗମାର୍ଚ୍ଚ କରାଯାଇଛି । ଏଥିରେ ୩ ଥାନାର ଆଇଆଇସିଙ୍କ ସମେତ ଏସିପି ଏବଂ ୩ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ ।












Click it and Unblock the Notifications