ଉପାନ୍ତରୁ ଉପକୂଳ ଶୀତରେ ଥରୁଛି ଓଡ଼ିଶା, ୫ ଦିନ ଯାଏଁ ଘନ କୁହୁଡ଼ି ନେଇ ପୂର୍ବାନୁମାନ
ସାରା ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଦିନ ୧୨ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ । ବିଶେଷକରି ଭୁବନେଶ୍ବରରେ ଘନକୁହୁଡ଼ିର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।













Click it and Unblock the Notifications