ମାର୍ଚ୍ଚ ୧୭ରୁ ଦ୍ୱିତୀୟ ସମେଟିଭ୍‌ :୨୭ ମଧ୍ୟରେ ମୂଲ୍ୟାଙ୍କନ, ୩୦ରେ ରେଜଲ୍ଟ

ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ହେବ ଦ୍ୱିତୀୟ ସମେଟିଭ୍ ଆସେସ୍ମେଣ୍ଟ ପରୀକ୍ଷା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୭ରୁ ପରୀକ୍ଷା ଆରମ୍ଭ ହେବ । ୨୨ରେ ଶେଷ ହେବ । ପରୀକ୍ଷା ସରିବା ମାତ୍ରେ ମୂଲ୍ୟାଙ୍କନ ଆରମ୍ଭ ହେବ । ୨୭ ମାର୍ଚ୍ଚ ସୁଦ୍ଧା ମୂଲ୍ୟାଙ୍କନ ସରିବ ।

୩୦ରେ ପରୀକ୍ଷା ଫଳ ଘୋଷଣା କରାଯିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ODISHA SCHOOL EXAM

ଦ୍ୱିତୀୟ ସମେଟିଭ୍ ଆସେସ୍ମେଣ୍ଟ (ଏସ୍ଏ-୨) ପାଇଁ ଓସେପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ପ୍ରସ୍ତୁତି, ଉତ୍ତର ଖାତା ଓ ପ୍ରଶ୍ନ ତିଆରି କରିବା ଲାଗି ଏସ୍ଇଆର୍ଟି ପରାମର୍ଶ ଦେବ । ଫେବ୍ରୁଆରୀ ୫ ସୁଦ୍ଧା ସବୁ ପ୍ରଶ୍ନପତ୍ର ତିଆରି ସରିବ । ମାର୍ଚ୍ଚ ୧୦ ସୁଦ୍ଧା ଏ ସବୁ ବ୍ଲକ୍ରୁ ସ୍କୁଲକୁ ପହଞ୍ଚାଯିବ । ମାର୍ଚ୍ଚ ୧୨ ଓ ୧୩ ତାରିଖରେ ଯାଞ୍ଚ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+