ଓଡ଼ିଶା ସାହିତ୍ୟ ଏକାଡେମୀ ପଦ ପୂରଣ ମାମଲା ; ସରକାରଙ୍କୁ ୩ ସପ୍ତାହ ମହଲତ ଦେଲେ ହାଇକୋର୍ଟ
ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଓ ଉପସଭାପତି ପଦ ପୂରଣ ମାମଲା। ଜବାବ ଦାଖଲ ପାଇଁ ସରକାରଙ୍କୁ ୩ ସପ୍ତାହ। ମହଲତ ଦେଲେ ହାଇକୋର୍ଟ । ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ୧ ସପ୍ତାହ ମହଲତ । ୪ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୨୦୨୪ ମେ ୨୦ ତାରିଖରୁ ଉଭୟ ପଦ ଖାଲି ପଡିଛି । ୨୦୨୩ରୁ ସାଧାରଣ ପରିଷଦ ଗଠନ ହୋଇ ନଥିବା ଅଭିଯୋଗ ।













Click it and Unblock the Notifications