ସଡକ ଓ ଭିତ୍ତିଭୂମି ବିକାଶ ପାଇଁ ସାଢେ ୧୪ ହଜାର କୋଟି

ଚଳିତ ବର୍ଷ ବଜେଟ୍ ରେ ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ବଜେଟ ହୋଇଥିବା ବେଳେ । । ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି

ବିଧାନସଭାରେ ଉପସ୍ଥାପିତ ହୋଇସାରିଛି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ପେନ୍ ଡ୍ରାଇଭରେ ଓଡ଼ିଶା ବଜେଟ-୨୦୨୨ ଦେଇଥିଲେ । ଯାହାକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପ୍ରଗତିଶୀଳ,ବିକାଶକେନ୍ଦ୍ରିକ ଓ ଗରିବଙ୍କ ସ୍ୱାର୍ଥରେ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ବର୍ଷ ବଜେଟ୍ ରେ ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି ।

State ,Budget

ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି ,ସେଥିମଧ୍ୟରୁ ୩୦କୋଟି ଟଙ୍କା ରାଜ୍ୟ ରାଜପଥ ବିକାଶ ପାଇଁ ହେବ ଖର୍ଚ୍ଚ ,ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି , ସଡକ, ସେତୁ ନିର୍ମାଣ ଓ ଉନ୍ନତିକରଣ ୭ ଶହ କୋଟି , ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଖର୍ଚ୍ଚ ହେବ ୨୫୪୫ କୋଟି ,ବିଜୁ ସେତୁ ଯୋଜନା ୧୬୮୮ କୋଟି ଟଙ୍କା୨୦୨୨-୨୩ରେ ୨୮୧ଟି ସେତୁ ନିର୍ମାଣ ଲକ୍ଷ୍ୟ ,ଗ୍ରାମ୍ୟ ସଡକ ଓ ସେତୁ ପ୍ରକଳ୍ପ ପାଇଁ ୨୨୦ କୋଟି ଓ ରାଉରକେଲା, ଜୟପୁର, ଝାରସୁଗୁଡା ଏୟାରପୋର୍ଟରେ ୩୨୫ କୋଟି ,ରେଳପ୍ରକଳ୍ପର ବିକାଶ ପାଇଁ ୫୪୭ କୋଟି ଏବଂ ବ୍ଲକସ୍ତରୀୟ ବସଷ୍ଚାଣ୍ତ ଲାଗି ୨୫କୋଟି ବ୍ୟୟବରାଜ ହେବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+