Get Updates
Get notified of breaking news, exclusive insights, and must-see stories!

କମୁନି ସଂକ୍ରମଣ: ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୧ ହଜାର ୧୭୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଟପିଛି। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୧ ହଜାର ୧୭୭ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ମଧ୍ୟରେ ୧୮ବର୍ଷରୁ କମ୍ ବୟସର ୧୦୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୪୭୯ ଓ ସ୍ଥାନୀୟ ସଂକ୍ରମଣରୁ ୪ହଜାର ୬୯୮ଜଣ କରୋନା ସଂକ୍ରମିତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ରହିଛି ୩୪୨୪ ।

corona virus

ଅନୁଗୁଳରୁ ୧୩୨ଜଣ, ବାଲେଶ୍ୱରରୁ ୩୪୨ଜଣ, ବରଗଡ଼ରୁ ୧୨୩ଜଣ, ଭଦ୍ରକରୁ ୯୨ଜଣ, ବଲାଙ୍ଗିରରୁ ୩୧୨ଜଣ, ବୌଦ୍ଧରୁ ୨୧ଜଣ, କଟକରୁ ୮୨୯ଜଣ, ଦେବଗଡ଼ରୁ ୨୫ଜଣ, ଢ଼େଙ୍କାନାଳରୁ ୬୫ଜଣ, ଗଜପତିରୁ ୭୩ଜଣ, ଗଞ୍ଜାମରୁ ୧୦୮ଜଣ, ଜଗତସିଂହପୁରରୁ ୧୬୪ଜଣ, ଯାଜପୁରରୁ ୧୭୯ଜଣ, ଝାରସୁଗୁଡ଼ାରୁ ୧୯୩ଜଣ, କଳାହାଣ୍ଡିରୁ ୧୭୩ଜଣ, କନ୍ଧମାଳରୁ ୪୭ଜଣ, କେନ୍ଦ୍ରାପଡ଼ାରୁ ୭୧ଜଣ, କେନ୍ଦୁଝରରୁ ୬୯ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ ୧୫୨ଜଣ, ମାଲକାନଗିରିରୁ ୪୯ଜଣ, ମୟୁରଭଞ୍ଜରୁ ୨୭୬ଜଣ, ନବରଙ୍ଗପୁରରୁ ୧୫୫ଜଣ, ନୟାଗଡ଼ରୁ ୧୫୯ଜଣ, ନୂଆପଡ଼ାରୁ ୭୯ଜଣ, ପୁରୀରୁ୧୪୧ଜଣ, ରାୟଗଡ଼ାରୁ ୧୮୪ଜଣ, ସମ୍ବଲପୁରରୁ ୩୭୯ଜଣ, ସୋନପୁରରୁ ୨୩୮ଜଣ, ସୁନ୍ଦରଗଡ଼ରୁ ୨୧୩୬ଜଣ, ଷ୍ଟେଟ୍ ପୁଲରୁ ୭୩୭ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା୧୧,୩୩,୯୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦,୫୫,୬୧୫ଜଣ ସୁସ୍ଥ ଅଛନ୍ତି । ରାଜ୍ୟରେ ସକ୍ରିୟ ରହିଥିବା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୯୭୬୩ଜଣ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+