ପୁଣି ରାଜ୍ୟରେ ଚିନ୍ତା ବଢାଉଛି କରୋନା

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯୫୭ ।୧୮ବର୍ଷ ବୟସରୁ କମ ୪୪ଜଣ କରୋନାରେ ସଂକ୍ରମିତOdisha recorded 400 new cases of Coronavirus

ଭୁବନେଶ୍ୱର: ପୁଣି ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଦିନକରେ ଟପିଲା ୪୦୦ରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ । ୧୮ବର୍ଷ ବୟସରୁ କମ ୪୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।ସେହିପରି ସଙ୍ଗରୋଧରୁ ୨୩୭ ଜଣଙ୍କୁ ଚିହ୍ନଟ କରାଯାଇଛି ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯୫୭ ।

CORONA

ଖୋର୍ଦ୍ଧାରୁ ସର୍ବାଧିକ ୧୯୪ ଜଣ ପଜେଟିଭ ଚିହ୍ନ ହୋଇଥିବା ବେଳେ ,କଟକରୁ ୬୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହିପରି ବାଲେଶ୍ୱରରୁ ୧୭,ଭଦ୍ରକ ୨ ,କୋରାପୁଟ ୧,ଝାରସୁଗୁଡା ୩, ମୟୂରଭଞ୍ଜ ୬, ନୟାଗଡ ୪,ମାଲକାନଗିରି ୧, ନୂଆପଡା ୧,ପୁରୀ ୧୪, ଜଗତସିଂହପୁର ୫, ଯାଜପୁର ୪, କଳାହାଣ୍ଡି ୨, କେନ୍ଦ୍ରାପଡା ୩, ସମ୍ବଲପୁର ୫, ସୋନପୁର ୧, ସୁନ୍ଦରଗଡ ୧୯ଜଣ ରାୟଗଡା ୧,ଜଣ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+