Odisha Police SI Vacancy 2025: ଓଡ଼ିଶା ପୋଲିସ୍ରେ ବଡ ଚାକିରି ସୁଯୋଗ; ପୂରଣ ହେବ ୯୦୦ରୁ ଅଧିକ ପଦବୀ
ଓଡ଼ିଶାର ଅନେକ ଯୁବ ପ୍ରାର୍ଥୀ ପୋଲିସ୍ରେ ଯିବାରେ ପସନ୍ଦ କରନ୍ତି । ଆଉ ସବୁଦିନ ପରିଶ୍ରମ କରନ୍ତି । ଏନେଇ ସେମାନେ ବର୍ଷସାର ମଧ୍ୟ ପ୍ରସ୍ତୁତି କରନ୍ତି । ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ନେଇ ଆସିଛି ଏହି ସୁଯୋଗ । ଏନେଇ OPRB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ ।
ଏହି ନିଯୁକ୍ତି ମାଧ୍ୟମରେ OPRBରେ ସବ୍-ଇନିସ୍ପେକ୍ଟର୍(SI), ଷ୍ଟେସନ୍ ଅଫିସର୍ ଓ ଆସିସ୍ଷ୍ଟାଣ୍ଟ୍ ଜେଲର୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ୯୦୦ରୁ ଅଧିକ ପଦବୀ ପୂରଣ ହେବ ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPRB ର ଅଫିସିଆଲ୍ ୱେବ୍ସାଇଟ୍ https://odishapolice.gov.in/କୁ ଯାଇ ଆବେଦନ କରିପାରିବେ । ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Police SI Recruitment 2025 apply for 933 post Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ - ୨୦ ଜାନୁଆରୀ ୨୦୨୫
ଅନ୍ଲାଇନ୍ ଆବେଦନ ଶେଷ - ୧୦ ଫେବୃଆରୀ ୨୦୨୫
ଖାଲି ପଦବୀ:
ପୋଲିସ୍ ଏସ୍ଆଇ - ୬୦୯ଟି ପୋଷ୍ଟ୍
ସବ୍-ଇନ୍ସପେକ୍ଟର ପୋଲିସ୍ (ସଶସ୍ତ୍ର) - ୨୫୩ଟି ପୋଷ୍ଟ୍
ଷ୍ଟେସନ ଅଧିକାରୀ (ଅଗ୍ନିଶମ ସେବା) - ୪୭ଟି ପୋଷ୍ଟ୍
ଆସିସ୍ଷ୍ଟାଣ୍ଟ୍ ଜେଲର୍ - ୨୪ଟି ପୋଷ୍ଟ୍
ମୋଟ ପ୍ରାର୍ଥୀ - ୯୩୩ଟି ପୋଷ୍ଟ୍
ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ ଡିଗ୍ରୀ
ବୟସ ସୀମା:
ସର୍ବନିମ୍ନ ବୟସ - ୨୧ ବର୍ଷ
ସର୍ବାଧିକ ବୟସ - ୨୫ ବର୍ଷ
ଦରମା:
ସର୍ବନିମ୍ନ ଦରମା - ୩୫, ୪୦୦ ଟଙ୍କା
ସର୍ବାଧିକ ଦରମା - ୧,୧୨, ୪୦୦ ଟଙ୍କା
ଆବେଦନ ଶୁଳ୍କ:
ସବୁ ବର୍ଗ - ଦେୟମୁକ୍ତ
ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ଶାରିରୀକ ମାନକ ପରୀକ୍ଷା(PMT)
ଶାରିରୀକ ଦକ୍ଷତା ପରୀକ୍ଷା(PET)
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications