Odisha Police Recruitment 2024: ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, କରନ୍ତୁ ଆବେଦନ

ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ଚାହୁଥିବା ପ୍ରାର୍ଥୀ ଏହାର ଫାଇଦା ନେବେ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ପୋଲିସ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ https://odishapolice.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Odisha Police Driver Recruitment 2024 Apply for 405 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Odisha Police Recruitment 2024
ଗୁରୁତ୍ୱପୂର୍ଣ୍ଣ ତାରିଖ:
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୧୧ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୩୧ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଖାଲି ପଦବୀ:
  • UR - ୨୧୬ଟି ପୋଷ୍ଟ୍‌
  • SC - ୫୧ଟି ପୋଷ୍ଟ୍‌
  • ST - ୧୩୮ଟି ପୋଷ୍ଟ୍‌
  • ମୋଟ୍ - ୪୦୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଯୋଗ୍ୟତା:
  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ବୟସ ସୀମା:
  • ସର୍ବନିମ୍ନ ବୟସ - ୧୮ବର୍ଷ
  • ସର୍ବାଧିକ ବୟସ - ୨୩ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
  • ଚୟନ ପ୍ରକ୍ରିୟା:
  • ଲିଖିତ ପରୀକ୍ଷା
  • ଡ୍ରାଇଭିଂ ଟେଷ୍ଟ୍
  • ଶାରିରୀକ ମାନକ ଟେଷ୍ଟ୍ (PST)
  • ଶାରିରୀକ ଦକ୍ଷତା ଟେଷ୍ଟ୍ (PET)
  • ଡକ୍ୟୁମେଣ୍ଟ ଯାଞ୍ଚ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+