Get Updates
Get notified of breaking news, exclusive insights, and must-see stories!

Odisha Police::ଓଡ଼ିଶା ପୋଲିସ ଦେବ ବଡ଼ ସୁଯୋଗ, ଅବସରପ୍ରାପ୍ତ କୋଷ୍ଟଗାର୍ଡ ଓ ନୌସେନା ଅଧିକାରୀଙ୍କୁ ନିଯୁକ୍ତି

ଓଡ଼ିଶା ପୋଲି ସତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।

ବୋର୍ଡରେ ଓଡ଼ିଶା ପୋଲିସ ଓ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ । ଏଥିସହ ଅବସରପ୍ରାପ୍ତ କୋଷ୍ଟଗାର୍ଡ଼ ଓ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି । ସେମାନେ ଅବସର ପରେ ମେରାଇନ୍ ପୋଲିସରେ ନିଯୁକ୍ତି ପାଇବେ ।

Odisha Police
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+