ଟ୍ରକକୁ ପିଟିଲା ପୋଲିସ ଭ୍ୟାନ, ମହିଳା ASI ଗୁରୁତର

ବୌଦ୍ଧ: ସୋନପୁରରେ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଲା PCR ଭ୍ୟାନ । ଦୁର୍ଘଟଣାରେ ମହିଳା ASI ଗୁରୁତର ହୋଇଛନ୍ତି । ମନମୁଣ୍ଡା ଥାନା ASI ମାମିଲତା ସାମଲଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି ।

Odisha

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସର ପିସିଆର OD 05 BE 4920 ନମ୍ବର ବିଶିଷ୍ଟ ଗାଡ଼ି ଗତ ରାତିରେ କୌଣସି ସୂତ୍ରରୁ ବାଉଁଶୁଣୀ ଠାରେ ଦୁର୍ଘଟଣା ଘଟିଥିବା ଖବର ପାଇ ଗାଡ଼ିଟି ଯାଇଥିଲା । ବାଉଁଶୁଣୀରୁ କାର୍ଯ୍ୟ ସାରି ମନମୁଣ୍ଡା ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୭ର ତୃପ୍ତି ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍ OD 21 F 8026 କୁ ପଛପଟୁ ଧକ୍କା ଦେବା ଫଳରେ ସମ୍ପୂର୍ଣ୍ଣ ରୂପେ ପୋଲିସ ଗାଡ଼ିଟି ଚୁରମାର ହୋଇଥିବା ଜଣାପଡ଼ିଛି । ପୋଲିସ ଗାଡ଼ି ଜବତ କରି ଘଟଣା ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+