Get Updates
Get notified of breaking news, exclusive insights, and must-see stories!

ନିର୍ବାଚନୀ ହିଂସା: ଭୋଟ ବାକ୍ସ ନେଇ ଛୁ ମାରିଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର ଆଳି ପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ଯାଇଥିବାର ଅଭିଯୋଗ ହୋଇଛି । ଏଥିଯୋଗୁ ସ୍ଥାନୀୟ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି ।

ଜଗତସିଂହପୁର: ଜଗତସିଂହପୁର ଆଳି ପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ଯାଇଥିବାର ଅଭିଯୋଗ ହୋଇଛି ।
ଏଥିଯୋଗୁ ସ୍ଥାନୀୟ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ବୁଥ୍‌ରେ ଭୋଟ୍ ବାକ୍ସ ଭାଙ୍ଗିବା ସହ ଅନ୍ୟ ଏକ ବୁଥ୍‌ରୁ ବାକ୍ସ ନେଇ ପଲାଇଛନ୍ତି ଦୁର୍ବୃତ୍ତ । ଘଟଣା ପରେ ମତଦାନକୁ ବନ୍ଦ କରାଯାଇଛି ।

 odisha panchayat election

ସେପଟେ ଜଗତସିଂହପୁର ସଦର ବ୍ଲକ ନାଥସାହିରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। କିଛି ଯୁବକ ଭୋଜି କରୁଥିବା ବେଳେ ପୋଲିସ୍‌ ଅଟକାଇବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ପରେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୨ ଜଣ ପୋଲିସଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ବି ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+