Odisha Panchayat Election Live: ପଞ୍ଚାୟତ ଭୋଟ୍ ଶେଷ, ପଞ୍ଚମ ପର୍ଯ୍ୟାରେ ଦିନ ୧୨.୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ
ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୫ମ ପର୍ଯ୍ୟାୟ ମତଦାନ ହେଉଛି । ରାଜ୍ୟର ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ମତଦାନ ଆରମ୍ଭ ହୋଇଯାଇଛି । ସେହପରି ୧୨୫୪ ଗୋଟି ଗ୍ରାମ ପଞ୍ଚାୟତରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେଉଛି । ଏଥିପାଇଁ ମୋଟ ୧୭୦୮୯ ଗୋଟି ବୁଥ
ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୫ମ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପୂର୍ବରୁ ୪ଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆସନ୍ତା ୨୬ ତାରିଖ ଠାରୁ ଭୋଟ ଗଣନା ଆରମ୍ଭ ହେବ। ପଞ୍ଚାୟତ ଅନୁଷ୍ଠାନ ପାଇଁ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା ମତଦାନ।

ପଞ୍ଚାୟତ ନିର୍ବାଚନ ୫ମ ପର୍ଯ୍ୟାୟ ଭୋଟିଂର ଟିକିନିକି ଅପଡେଟ୍ ପାଇଁ ଯୋଡି ହୋଇ ରୁହନ୍ତୁ 'ୱାନଇଣ୍ଡିଆ ଓଡିଆ' ସହ...
READ MORE














Click it and Unblock the Notifications