Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ପୁଣି ୨୪ ଓମିକ୍ରନ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୬୧

ବୁଧବାର ରାଜ୍ୟରେ ୨୪ ଜଣ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି ।

ଭୁବନେଶ୍ୱର: ଆଜି (ବୁଧବାର) ରାଜ୍ୟରେ ୨୪ ଜଣ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ଏହାପୂର୍ବରୁ ମଧ୍ୟ ଏକାଥରକେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Odisha Omicron cases

ଆଇଏଲଏସ ପକ୍ଷରୁ ପ୍ରଦାନ କରାଯାଇଛି ଏହି ସୂଚନା । ମିଳିଥିନବା ସୂଚନା ମୁତାବକ ୫ ଜଣ ସଂକ୍ରମିତ ବିଦେଶ ଫେରନ୍ତା ହୋଇଥିବାବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେପଟେ ଆଜିର ଏମିକ୍ରନ ଚିହ୍ନଟ ପରେ ମାମଲା ୬୧ରେ ପହଁଚିଛି ।

ଆଜି ସଂକ୍ରମିତ ହୋଇଥିବା ୨୪ ଜଣଙ୍କୁ ମଧ୍ୟରୁ ୧୮ ଜଣ ପୁରୁଷ, ୬ ଜଣ ମହିଳା ରହିଛନ୍ତି । ସମସ୍ତ ଆକ୍ରାନ୍ତ ୧୯ ବର୍ଷରୁ ୬୫ ବର୍ଷ ବୟସ୍କ । ସର୍ବାଧିକ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ସ୍ଥାନୀୟ ସଂକ୍ରମଣ ୧୯ ଜଣ , ୫ ଜଣ ବିଦେଶ ଫେରନ୍ତା ରହିଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାକିଂ ସରିନାହିଁ । ସାମ୍ପୁଲ ଟେଷ୍ଟିଂର ୧୨ ପ୍ରତିଶତ ପଜିଟିଭ ରହିଛି । ସେପଟେ ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା । ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+