For Quick Alerts
Turn On Notification  
For Daily Alerts
Oneindia App Download

10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ: ଜାଣନ୍ତୁ କିଏ ରହିଲେ କେଉଁ ଜିଲ୍ଲା ଦାୟିତ୍ବରେ ?

ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବା ପାଇଁ 10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

|

ଭୁବନେଶ୍ୱର: ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବା ପାଇଁ 10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ।

Lokaseba Bhaban

କିଏ ରହିଲେ କାହା ଦାୟିତ୍ବରେ:

  • ନୂଆପଡା - ବିଷ୍ଣୁପଦ ସେଠୀ,
  • ରାୟଗଡା - ନିକୁଞ୍ଜ ଧଳ,
  • ନବରଙ୍ଗପୁର - ଅରବିନ୍ଦ ଅଗ୍ରୱାଲ,
  • କନ୍ଧମାଳ - ମଧୁସୂଦନ ପାଢୀ,
  • କଳହାଣ୍ଡି - ସତ୍ୟବ୍ରତ ସାହୁ,
  • ମାଲକାନଗିରି - ଏନ.ବି. ଜାୱେଲ,
  • ବଲାଙ୍ଗିର - ସୁରେନ୍ଦ୍ର କୁମାର,
  • ଢେଙ୍କାନାଳ - ରଞ୍ଜନା ଚୋପ୍ରା
  • କୋରାପୁଟ - ସନ୍ତୋଷ ଷଡଙ୍ଗୀ
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha nominates senior officers to monitor development works in 10 districts
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X