Get Updates
Get notified of breaking news, exclusive insights, and must-see stories!

10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ: ଜାଣନ୍ତୁ କିଏ ରହିଲେ କେଉଁ ଜିଲ୍ଲା ଦାୟିତ୍ବରେ ?

ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବା ପାଇଁ 10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

ଭୁବନେଶ୍ୱର: ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବା ପାଇଁ 10 ଆକାଂକ୍ଷୀ ଜିଲ୍ଲା ପାଇଁ 10 ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ।

Lokaseba Bhaban

କିଏ ରହିଲେ କାହା ଦାୟିତ୍ବରେ:

  • ନୂଆପଡା - ବିଷ୍ଣୁପଦ ସେଠୀ,
  • ରାୟଗଡା - ନିକୁଞ୍ଜ ଧଳ,
  • ନବରଙ୍ଗପୁର - ଅରବିନ୍ଦ ଅଗ୍ରୱାଲ,
  • କନ୍ଧମାଳ - ମଧୁସୂଦନ ପାଢୀ,
  • କଳହାଣ୍ଡି - ସତ୍ୟବ୍ରତ ସାହୁ,
  • ମାଲକାନଗିରି - ଏନ.ବି. ଜାୱେଲ,
  • ବଲାଙ୍ଗିର - ସୁରେନ୍ଦ୍ର କୁମାର,
  • ଢେଙ୍କାନାଳ - ରଞ୍ଜନା ଚୋପ୍ରା
  • କୋରାପୁଟ - ସନ୍ତୋଷ ଷଡଙ୍ଗୀ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+