ଷ୍ଟାର୍ଟଅପ୍ ରାକିଂରେ ଓଡ଼ିଶା ନଂ୧

ଷ୍ଟାର୍ଟଅପ୍ ରାକିଂରେ ଓଡ଼ିଶା ନଂ୧। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ ପ୍ରକାଶ ପାଇଛି ଯେଉଁଥିରେ ଦେଶର ଅନ୍ୟ ରାଜ୍ୟ ଯେପରିକେରଳ ,ତେଲଙ୍ଗାନା, ଓ ମହାରଷ୍ଟ୍ର ଭଳି ରାଜ୍ୟକୁ ପଛରେ ପକାଇ ଶୀର୍ଷରେ ରହିଛି ଓଡ଼ିଶା ।

ଭୁବନେଶ୍ୱର: ଷ୍ଟାର୍ଟଅପ୍ ରାକିଂରେ ଓଡ଼ିଶା ନଂ୧। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ ପ୍ରକାଶ ପାଇଛି ଯେଉଁଥିରେ ଦେଶର ଅନ୍ୟ ରାଜ୍ୟ ଯେପରିକେରଳ ,ତେଲଙ୍ଗାନା, ଓ ମହାରଷ୍ଟ୍ର ଭଳି ରାଜ୍ୟକୁ ପଛରେ ପକାଇ ଶୀର୍ଷରେ ରହିଛି ଓଡ଼ିଶା ।କେନ୍ଦ୍ର ବାଣଜ୍ୟ ଓ ଉଦ୍ୟୋଗ ,ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଏହାର ଘୋଷଣା କରିଛନ୍ତି ।ତେବେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରେରେ କାମ କରୁଥିବା ରାଜ୍ୟ ଗୁଡିକୁ ୫ଟି ବର୍ଗରେ ମୂଲ୍ୟାୟନ କପରାଯିବା ପରେ ଏହି ସୂଚି ପ୍ରସ୍ତୁତ କରାଯାଇଛି ।ତେବେ ରାଜ୍ୟ ଗୁଡିକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ,ଶୀର୍ଷ ପ୍ରଦର୍ଶନକାରୀ, ଅଗ୍ରଣୀ ପ୍ରଦର୍ଶନକାରୀ ଓ ବିକାଶଶୀଳ ଷ୍ଟାର୍ଟଅପ ଭଳି ପାଞ୍ଚଟି ବର୍ଗରେ ସ୍ଥାନ ମିଳିଥିଲା ।ଏଥିମଧ୍ୟରୁ ଓଡ଼ିଶାକୁ ଶୀର୍ଷ ପ୍ରଦର୍ଶନକାରୀ ବର୍ଗରେ ସ୍ଥାନ ମିଳିଥିଲା ।

ODISHA

ଷ୍ଟାର୍ଟଅପ୍ କମ୍ପାନୀଙ୍କ ପାଇଁ ରାଜ୍ୟ ସରକାର ଗତ ଡିସେମ୍ବରରେ ଚନ୍ଦକା ଠାରେ ଷ୍ଟାର୍ଟଅପ୍ କେନ୍ଦ୍ର 'ଓ-ହବ୍'ନିର୍ମାଣ କରାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।
ଯେଉଁଠି ବାର୍ଷକ ୨୦୦ ଷ୍ଟାର୍ଟ କାମ କରିବାର ସୁବିଧା ରହିଛି । ୨୦୨୫ ସୁଦ୍ଧା ରାଜ୍ୟରେ ଆଉ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ ରହିଛି ।ଏବେ ପ୍ରାୟ ୧୫୦ରୁ ଅଧିକ ମେଣ୍ଟର ଷ୍ଟାର୍ଟଅପ୍ କମ୍ପାନୀ ଓଡ଼ିଶା ସହିତ ଯୋଡ଼ି ହୋଇଛନ୍ତି । ରାଜ୍ୟରେ ୧୩୦୦ ଷ୍ଟାର୍ଟଅପ୍ କାମ ଆରମ୍ଭ କରିବା ସହ ୧୦ହଜାରୁ ଅଧିକ ଲୋକଙ୍କୁ ଏଥିରେ ନିଯୁକ୍ତି ମିଳିପାରିଛି ।

ତେବେ ଆଗାମୀ ଦିନରେ ଓଡ଼ିଶାର ଷ୍ଟାର୍ଟଅପ୍ ୨୦୨୧ ଚିଠା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ଏହାକୁ ସାମିଲ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+