ଏହି ତାରିଖଠୁ କଟିଯିବ ରାସନ କାର୍ଡ !

Ration Card: ରାସନ କାର୍ଡ ଧାରକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କିଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ତେବେ ନୂଆ ଗାଇଡଲାଇନ୍ ଅନୁସାରେ, ରାସନ କାର୍ଡ ଧାରକଙ୍କୁ ତୁରନ୍ତ E-KYC କରାଇବା ପାଇଁ ପଡିବ । ତେବେ ରାସନ କାର୍ଡର ପଞ୍ଜୀକୃତ

ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯେଉଁଥିରୁ ପ୍ରକୃତରେ କିଏ ହିତାଧିକାରୀ ଏବଂ କେଉଁ ମାନେ ସରକାରଙ୍କ ସୁବିଧା ପାଇବା ପାଇଁ ଯୋଗ୍ୟ ତାହା ସ୍ପଷ୍ଟ ହେବ ।

Ration Card

E-KYC ବାଧ୍ୟତାମୂଳକ କରାଯାଇଛି । ଯେଉଁ ବ୍ୟକ୍ତି E-KYC ପ୍ରକ୍ରିୟା ନ କରନ୍ତୁ ସେମାନଙ୍କ ନାଁ କାଟି ଦିଆଯିବ । ତେବେ E-KYC କରିନଥିବେ ବ୍ୟକ୍ତିଙ୍କ ରାସନ କାର୍ଡ ଆସନ୍ତା ଡିସେମ୍ବର ୧ ତାରିଖରୁ କାଟି ଦିଆଯିବ । ଏନେଇ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି । E-KYC ପ୍ରକ୍ରିୟା କରିବା ପୂରଣ କରିବା ଦ୍ୱାରା ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ପଡିବେ । ସେହିପରି ଗରିବ ଲୋକ ମାନେ ସମସ୍ତ ସୁବିଧା ପାଇପାରିବେ ।

E-KYC କରିବା ପରେ ହିଁ ଗହମ, ଚାଉଳ ମିଳିପାରିବ । ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ କାର୍ଡର E-KYC କରାଇପାରିବେ ଯାହା ଫଳରେ ଆଉ ରାସନ କାର୍ଡ କଟିବାର ଭୟ ରବିବ ନାହିଁ । ତେବେ ରାସନ କାର୍ଡରେ ନାଁ ଭୁଲ ଥିଲେ ମଧ୍ୟ ଅସୁବିଧାରେ ପଡିପାରନ୍ତି ତେଣୁ ଏହି ସମୟରେ ନାଁ ସଂଶୋଧନ ମଧ୍ୟ କରାଇ ନେବା ଉଚିତ୍। E-KYC ଯାଞ୍ଚ କରିବା ପାଇଁ ନିଜ ନାଁରେ ମୋବାଇଲ ନମ୍ବର ଥିବା ଜରୁରୀ । କାରଣ ବିନା ଫୋନ୍ ନମ୍ବରରେ E-KYC କରାଯାଇ ପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+