ଆୟୁଷ୍ମାନ ଭାରତ କାର୍ଡ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

Ayushman Bharat: ଆୟୁଷ୍ମାନ ଭାରତ କାର୍ଡ ନେଇ ଆଜି ରାଜ୍ୟ ସରକାରଙ୍କର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ଏହି ବୈଠକରେ ଆୟୁଷ୍ମାନ କାର୍ଡକୁ ନେଇ ରୋଗୀଙ୍କୁ ହେଉଥିବା ସମସ୍ୟାକୁ ନେଇ ଘରୋଇ ଡାକ୍ତରଖାନା ଏବଂ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ ।

କେଉଁ କାରଣରୁ ସମସ୍ୟା ହେଉଛି ଏବଂ କିପରି ଏହାକ ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା ହେବ । ତେବେ ଆଗକୁ ରୋଗୀ ମାନେ କିପରି ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ତାହା ଉପରେ ଗୁରୁତ୍ୱ ଦିଆଯିବ ।

Odisha News

ସୂଚନା ଅନୁସାରେ, BSKY ବଦଳରେ ସରକାର ଆୟୁଷ୍ମାନ ଯୋଜନାର ଆରମ୍ଭ କରିଛନ୍ତି ହେଲେ ଏଥିରେ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀଙ୍କ ସହ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଏକ ସମସ୍ୟା ସୃଷ୍ଟି ହୋଇଛି । ଆଜି ରୋଗୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+