୧୧.୩୦ ଯାଏ ଗୃହ ମୁଲତବି, ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ
Odisha News: ଆଜି ପୁଣି ଗୃହ ଆରମ୍ଭରୁ ହୋହାଲ୍ଲା କରିଥିଲେ ବିରୋଧୀ। ଗୋଟେ ପଟେ ବିଜେଡି ସଦସ୍ୟ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରିଥିବା ବେଳେ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ କଂଗ୍ରେସ ଦାବି ରଖିବା ସହ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ ।

ତାରା ବାହିନୀପତିଙ୍କ ଉପରେ ଲାଗିଥିବା ନିଲମ୍ବନ ହଟେଇବା ପାଇଁ କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣ ଦେଇଛନ୍ତି । ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ।












Click it and Unblock the Notifications