ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ବଢିବ କୁହୁଡିର ପ୍ରଭାବ
Odisha Weather: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଜି ମଧ୍ୟ ପ୍ରବଣ ଥଣ୍ତା ଅନୁଭୂତ ହେବ କାରଣ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨ ରୁ ୩ ଡିଗ୍ରୀ ବଢିପାରେ ପାରଦ । ଆସନ୍ତା ୫ ତାରିଖରୁ ଶୀତ କମିବାର ସମ୍ଭାବନା ରହିଛି । ସେହିପରି ଆଜି ଓ କାଲି ରାଜ୍ୟରେ କୁହୁଡିର ପ୍ରଭାବ ବଢିବ।













Click it and Unblock the Notifications