ବିଧାନସଭା ଗୃହ ଆରମ୍ଭରୁ ହଟ୍ଟଗୋଳ
Odisha News: ବିଧାନସଭା ଗୃହ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହଲ୍ଲା ମଧ୍ୟରେ ଚାଲିଛି ପ୍ରଶ୍ନକାଳ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବା ପାଇଁ ବିରୋଧୀ ଦଳ ଉଦ୍ୟମ କରୁଛି । ଜୟନାରାୟଣ ପ୍ରସଙ୍ଗ ନେଇ ବିଜେଡି କରୁଛି ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିଛି ।













Click it and Unblock the Notifications