ଲୋକସେବା ଭବନରେ ଦଲାଲ ଗିରଫ, ଚାକିରି ଲୋଭ ଦେଖାଇ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର: ଲୋକସେଭା ଭବନରୁ ଜଣେ ଦଲାଲ ଗିରଫ । କ୍ୟାପିଟାଲ ପୋଲିସ ବ୍ୟାସଦେବ ରଣାକୁ ଗିରଫ କରିଛି । ଚାକିରି ଲୋଭ ଦେଖାଇ ଜଣଙ୍କଠୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ତାଙ୍କ ପାଖରୁ ପଞ୍ଚାୟତ ବିଭାଗର ଜାଲ୍ ଆଇକାର୍ଡ ମଧ୍ୟ ଜବତ କରାଯାଇଛି । ତେବେ ଗରିଫ ହୋଇଥିବା ଦଲାଲର ଘକ କଳାହାଣ୍ତି ନର୍ଲାରେ ।

Odisha News

ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଅଭିଯୋଗ ପରେ ବ୍ୟାସଦେବଙ୍କୁ ଲୋକସେବା ଭବନ ଗେଟ୍ ସାମ୍ନାରୁ କ୍ୟାପିଟାଲ ପୋଲିସ ଗିରଫ କରିଛି । ବ୍ୟାସଦେବଙ୍କ ଘର କଳାହାଣ୍ତି ସେ କିଛି ଦିନ ହେଲା ଭୁବନେଶ୍ୱରରେ ରହୁଛନ୍ତି । ଚାକିରୀ ଦେବା ନାଁରେ ଲୋକଙ୍କଠୁ ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+