୧୮ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
Odisha News: ରାଜସ୍ୱ ବିଭାଗର ବଡ଼ ଆକ୍ସନ, ୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଶତାଧିକ ପାର୍ଟ ପ୍ଲଟ୍ ବା ସବ୍ ପ୍ଲଟ୍ ପଞ୍ଜୀକୃତ କରାଯାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ ନିଆଯିବ । ବେଆଇନ୍ ଭାବେ ପଞ୍ଜୀକୃତ ହୋଇଥିବାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ IGRଙ୍କୁ ଡ୍ରାଫ୍ଟ ଚାର୍ଜ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।













Click it and Unblock the Notifications