Get Updates
Get notified of breaking news, exclusive insights, and must-see stories!

Municipal Election Results Live: ପଞ୍ଚାୟତ ପରେ ପୌର ଫଳରେ ବି ବିଜେଡି ଆଗୁଆ

ଆଜି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୌର ଭୋଟ୍ ଗଣତିର ଟିକିନିକି ଅପଡେଟ୍ ଏଠାରେ ପଢନ୍ତୁ...

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୌର ଭୋଟ୍ ଗଣତିର ଟିକିନିକି ଅପଡେଟ୍ ଏଠାରେ ପଢନ୍ତୁ...

5:32 PM
Mar 26, 2022
ଭୁବନେଶ୍ଵର
ବିଜୁ ଜନତା ଦଳକୁ 1,52,602 ଭୋଟ ମିଳିଥିବା ବେଳେ ବିଜେପିକୁ 1, 00, 123 ଭୋଟ ମିଳିଛି। କଂଗ୍ରେସକୁ 8070 ଭୋଟ ମିଳିଛି।
5:17 PM
Mar 26, 2022
ଗଞ୍ଜାମ ଜିଲ୍ଲା
ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜାନତା ପାର୍ଟି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। ଛତ୍ରପୁର, କୋଦଳା ଓ ରମ୍ଭାରେ ବିଜେପି ପୌର ଅଧ୍ୟକ୍ଷ ଆସନ ଜିଣି ଥିବା ବେଳେ ହିଂଜିଳିକାଟୁ ଏବଂ ସୋରଡାରେ କଡା ଟକ୍କର ଦେଇଛି।
4:32 PM
Mar 26, 2022
ଭୁବନେଶ୍ବର
ବିଜେଡ଼ି 31 ଏବଂ ବିଜେପି 8ଟି କୋର୍ପୋରେଟର ଆସନରେ ବିଜୟୀ।
4:21 PM
Mar 26, 2022
ଭୁବନେଶ୍ବର
ବିଜେଡ଼ିର ମେୟର ପ୍ରାର୍ଥୀ: 1, 14, 666 ଭୋଟ ବିଜେପିର ମେୟର ପ୍ରାର୍ଥୀ: 75, 434 ଭୋଟ କଂଗ୍ରେସର ମେୟର ପ୍ରାର୍ଥୀ: 8, 071 ଭୋଟ
3:51 PM
Mar 26, 2022
କଟକରେ ବିଜେଡ଼ି ମେୟର ପ୍ରାର୍ଥୀ 47454 ଖଣ୍ଡ ଭୋଟ୍ ପାଇ ଆଗୁଆ ଅଛନ୍ତି । କଂଗ୍ରେସର ଗିରିବାଳା ବେହେରା 28683 ଏବଂ ବିଜେପି 14285 ଖଣ୍ଡ ଭୋଟ୍ ପାଇଛନ୍ତି ।
3:43 PM
Mar 26, 2022
ପାରାଦୀପରେ ସ୍ୱାଧୀନ ପ୍ରାର୍ଥୀଙ୍କ କମାଲ । ମୋଟ 19 ୱାର୍୍ଡରୁ 8 ଟି ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ।
3:42 PM
Mar 26, 2022
ଆନନ୍ଦପୁର ମ୍ୟୁନିସିପାଲିଟିରେ 16 ୱାର୍ରୁ 12 ଟି ବିଜେଡ଼ି ଓ 4 ଟି ରେ ବିଜେପି ବିଜୟୀ ହୋଇଛି ।
3:39 PM
Mar 26, 2022
ଭୁବନେଶ୍ୱର ମହାନଦର ନିଗମରେ ବିଜେଡ଼ି 75152, ବିଜେପି 52988 ଏବଂ କଂଗ୍ରେସ 4080 ଖଣ୍ଡ ଭୋଟ୍ ପାଇଛନ୍ତି ।
3:13 PM
Mar 26, 2022
ଢେଙ୍କାନାଳ
ଢେଙ୍କାନାଳ ପୌର ଅଧ୍ୟକ୍ଷ ପଦବୀ ଜିତିଲା ଭାରତୀୟ ଜନତା ପାର୍ଟି।
3:12 PM
Mar 26, 2022
ବାଲେଶ୍ଵର
ବାଲେଶ୍ଵରର ପୌର ଅଧ୍ୟକ୍ଷ ପଦବୀ ଜିତିଲା ବିଜୁ ଜନତା ଦଳ
3:11 PM
Mar 26, 2022
ତାଳଚେର
ବିଜୁ ଜନତା ଦଳ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦବୀରେ ଆଗୁଆ।
3:09 PM
Mar 26, 2022
ପୌର ପରିଷଦ ସ୍ଥିତି
ବିଜେଡ଼ି: 76 ବିଜେପି: 16 କଂଗ୍ରେସ: 9 ଅନ୍ୟ: 07
2:54 PM
Mar 26, 2022
ବ୍ରହ୍ମପୁର
ବିଜେଡ଼ି:୬୬୦୬୮ ବିଜେପି: ୪୫୭୮୨
2:52 PM
Mar 26, 2022
କଟକ ମେୟର:
ବିଜେଡ଼ି: ୩୭, ୯୨୩ ବିଜେପି: ୧୦୯୪୯ କଂଗ୍ରେସ: ୨୪୭୦୬
2:49 PM
Mar 26, 2022
ଭୁବନେଶ୍ବର
ବିଜୁ ଜନତା ଦଳ: 75,152 ଭାରତୀୟ ଜନତା ପାର୍ଟି: 52,988 କଂଗ୍ରେସ: 4,080
2:44 PM
Mar 26, 2022
ଭୁବନେଶ୍ବର
ବିଜେଡ଼ିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନିର୍ବାଚନ ଜିଣିଲେ
2:43 PM
Mar 26, 2022
ବ୍ରହ୍ମପୁର
ବ୍ରହ୍ମପୁର ମେୟର ଜିତିଲା ବିଜୁ ଜନତା ଦଳ। ବିଜେଡ଼ି
2:04 PM
Mar 26, 2022
ମେୟର / ଚେୟାରମ୍ୟାନ୍
ମେୟର / ଚେୟାରମ୍ୟାନ୍
1:49 PM
Mar 26, 2022
କର୍ପୋରେଟର/ କାଉନସିଲର
ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ- ବିଜେଡି ବହୁ ଆଗରେ...
1:43 PM
Mar 26, 2022
ଦଶପଲା ଏନଏସି
ଦଶପଲା ଏନଏସି ଅଧ୍ୟକ୍ଷ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ପୁନମ୍ ପ୍ରିୟଦର୍ଶିନୀ ବିଜୟୀ ହୋଇଛନ୍ତି।
1:41 PM
Mar 26, 2022
ଭୁବନେଶ୍ୱରର କର୍ପୋରେଟର ଭାବେ ବିଜୟୀ
ୱାର୍ଡ ୧- ମିହିର ରାଉତ, ବିଜେଡି । ୱାର୍ଡ ୨-ମୋନାଲିସା ବେହେରା, ବିଜେଡି । ୱାର୍ଡ ୬-ପ୍ରୀତିନନ୍ଦା ରାଉତରାୟ, ବିଜେଡି । ୱାର୍ଡ ୩୫- ରଞ୍ଜୁଲତା ରାୟ, ବିଜେଡି । ୱାର୍ଡ ୩୬-ଅଳିଅଳି ମଲ୍ଲିକ, ବିଜେଡି । ୱାର୍ଡ ୩୭-ବନ୍ଦିତା ପାଲ, ସ୍ୱାଧୀନ । ୱାର୍ଡ ୪୧-ବବିତା ସ୍ୱାଇଁ, ବିଜେଡି । ୱାର୍ଡ ୩୮-ପଦ୍ମଜା ପ୍ରିୟଦର୍ଶିନୀ ଜେନା, ବିଜେଡି । ୱାର୍ଡ ୩୯-ଗୀତାଞ୍ଜଳି ସାହୁ, ବିଜେପି । ୱାର୍ଡ ୪୦-ଆସିୟା ବେଗମ ବିଜେଡି । ୱାର୍ଡ ୪୧-କବିତା ସ୍ୱାଇଁ ବିଜେଡି ବିଜୟୀ ।
1:37 PM
Mar 26, 2022
ପିପିଲି ଏନଏସି
କଂଗ୍ରେସ ଗଡରେ ଶୁଭିଲା ଶଙ୍ଖନାଦ । ପିପିଲି ଏନଏସି ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି । ବିଜୟ ବାନା ଉଡାଇଲେ ଶେଖ ବାବୁ ।
1:36 PM
Mar 26, 2022
ଖରିଆର ରୋଡ୍
ଖରିଆର ରୋଡ୍ ଏନଏନସି ପଦ ହାତେଇଲା ବିଜେପି । ପୌରାଧ୍ୟକ୍ଷ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥିନୀ ସୋନିଆ ଜୈନ ।
1:34 PM
Mar 26, 2022
ବ୍ରହ୍ମପୁର ମହାନଗର ନିଗମ; ବିଜେଡି-ବିଜେପି ମୁହାଁମୁହିଁ
12:44 PM
Mar 26, 2022
ବ୍ରହ୍ମପୁରରେ ବହୁ ଆଗରେ ବିଜେଡି
ବ୍ରହ୍ମପୁରରେ ବହୁ ଆଗରେ ବିଜେଡି ମେୟର ପ୍ରାର୍ଥୀ ।
12:34 PM
Mar 26, 2022
କଟକରେ କଂଗ୍ରେସକୁ କାଟି ଆଗରେ ବିଜେଡି
ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଥିବା କଟକ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଛନ୍ତି ବିଜେଡି ପ୍ରାର୍ଥୀ ।
12:26 PM
Mar 26, 2022
-ଉଦଳା NACରେ ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ -ପଦ୍ମପୁର NACରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ବାଗ ବିଜୟୀ -ଦେବଗଡ଼ ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ ବିଜୟୀ -କରଞ୍ଜିଆ NACରେ ବିଜେଡି ପ୍ରାର୍ଥୀ ପପି ପୃଷ୍ଟି ବିଜୟୀ -ରେଢ଼ାଖୋଲରେ ବିଜେପି ପ୍ରାର୍ଥୀ ଶିବରାମ ସାହୁ ବିଜୟୀ
12:24 PM
Mar 26, 2022
ବିଏମସିରେ ବିଜେଡି ଆଗୁଆ
ବିଏମସିରେ ବିଜେଡି ଆଗୁଆ...
12:06 PM
Mar 26, 2022
ଟ୍ରେଣ୍ଡରେ ଆଗେଇ ଚାଲିଛି ବିଜେଡି । କଂଗ୍ରେସ – ବିଜେପିକୁ ପଛରେ ପକାଇ ଆଗକୁ ବଢୁଛନ୍ତି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।
11:55 AM
Mar 26, 2022
-ବୀରମିତ୍ରପୁର ମ୍ୟୁନିସିପାଲିଟିରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ -ବେଲପାହାଡ଼ NACରେ କଂଗ୍ରେସ ପ୍ରାର୍ଥୀ ନିମାଇ ଚରଣ ପଣ୍ଡା ବିଜୟୀ -ବରପାଲି NACରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହିର ବିଜୟୀ -ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+