ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ବଦଳିଲେ ୫ ଏସ୍ପି
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ମୋଟ ୧୮ ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଏଥି ସହିତ ୫ ଜିଲ୍ଲାର ଏସପିଙ୍କ ମଧ୍ୟ ବଦଳି ହୋଇଛି ।

ଦେଖନ୍ତୁ କିଏ କେଉଁ କେଉଁଠିକୁ ବଦଳି ହେଲେ ?
- ଏ.ଏମ ପ୍ରସାଦ- ସ୍ପେଶାଲ ଡିଜିପି ଏଚଆରପିସି
- ସୁଧାଶୁଂ ଷଡଙ୍ଗୀ- ଡିଜି ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲି ଡିଫେନସ
- ଆର କେ ଶର୍ମା- ଅତିରିକ୍ତ ଡିଜିପି ମୁଖ୍ୟାଳୟ
- ସଂଜୟ କୁମାର- ଅତିରିକ୍ତ ଡିଜିପି କମ୍ୟୁନିକେସନ
- ଅମିତାଭ ଠାକୁର- ଟ୍ରାନସପୋର୍ଟ କମିଶନର
- ସୁରେଶ ଦେବ ଦତ୍ତା ସିଂହ- ଏଡିଜିପ ଅପରେସନ
- ଦୟାଲ ଗଙ୍ଗୱାର- ଏଡିଜିପି ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟ
- ରାଜେଶ କୁମାର- ଏଡିଜିପି ପୋଲିସ ଆଧୁନିକକରଣ
- ନରସିଂହ ଭୋଲ- ଅବକାରୀ କମିଶନର
- ଆଶିସ ସିଂ- ଆଇଜିପି କେନ୍ଦ୍ରୀୟ ରେଂଜ ଏବଂ ପୋଲିସ ଫୋର୍ନେସିକ ଲାବ୍ରୋଟୋରୀ
- ରାଜେଶ ପଣ୍ଡିତ- ଡିଆଇଜି, ଅଗ୍ନିଶମ ଏବଂ ହୋମଗାର୍ଡ
- ଅଖିଲେଶ ସିଂ- ଡିଆଇଜି ଏସଆଇଡବ୍ଲୁ
- ସି ଏସ ମୀନା- ସାଉଥ ୱେଷ୍ଟ ରେଂଜ ଡିଆଇଜି
- ମିତ୍ରଭାନୁ ମହାପାତ୍ର- ଏସପି ରାଉରକେଲା
- ବତୁଲା ଗଂଗାଧର- ଏସପି ମୟୁରଭଂଜ
- ମୁକେଶ କୁମାର ଭାମୋ- ଏସପି ସମ୍ବଲପୁର
- କୁଶଲ କର ନୀତିନ ଦାଗୁଡୁ- ଏସପି କେଉଁଝର
- ଖିଲାରୀ ଋଶିକେଶ- ଏସପି ବଲାଙ୍ଗିର












Click it and Unblock the Notifications