ରାତି ୨ ଯାଏଁ ଚାଲିପାରେ ବିଧାନସଭା
ରାତି ୯ ଟା ସରଗରମ ବିଧାନସଭା । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଉପରେ ଆଲୋଚନା ହେଉଥିବା ନେଇ ସୂଚନା । ବିରୋଧୀ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି ରଖିଛି । ହେଲେ ଏହି ବିଲକୁ ପାରିତ କରିବା ପାଇଁ ଶାସକ ଦଳ ଯୁକ୍ତି ରଖିଛି। ବିଲ୍ ଆଗତ ହେବା ପରେ ପାରିତ ନେଇ ଚାଲିଛି ଆଲୋଚନା । ତେବେ ବିଳମ୍ବିତ ରାତି ଯାଏଁ ଚାଲିପାରେ ବିଲ୍ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଉପସ୍ଥିତ ଅଛନ୍ତି । ତେବେ ରାତି ୨ ଟା ପର୍ଯ୍ୟନ୍ତ ବିଧାନସଭା ଚାଲିପାରେ ।












Click it and Unblock the Notifications